Updated file entries for Odia
authorManoj Kumar Giri <mgiri@redhat.com>
Wed, 18 Apr 2012 20:31:37 +0530
changeset 197 86bbc8ffae24c2aec4d7591e5480e69e3ff4242a
parent 196 0e599202f19de2c27c54557bbbf1cf83685cebb0
child 198 354e5b86b677c1db7fcdb06300689a2cdee981c3
push id1
push usersledru@mozilla.com
push dateThu, 04 Dec 2014 22:03:36 +0000
Updated file entries for Odia
browser/chrome/browser/tabview.properties
browser/chrome/overrides/appstrings.properties
browser/chrome/overrides/netError.dtd
browser/installer/custom.properties
browser/profile/bookmarks.inc
browser/updater/updater.ini
dom/chrome/accessibility/mac/accessible.properties
dom/chrome/appstrings.properties
dom/chrome/charsetTitles.properties
dom/chrome/dom/dom.properties
--- a/browser/chrome/browser/tabview.properties
+++ b/browser/chrome/browser/tabview.properties
@@ -1,4 +1,9 @@
 tabview.notification.sessionStore=ଆପଣ %S କୁ ଆରମ୍ଭ କଲେ ଟ୍ୟାବ ଏବଂ ଶ୍ରେଣୀଗୁଡ଼ିକ ସ୍ୱୟଂଚାଳିତ ଭାବରେ ପୁନସ୍ଥାପିତ ହୋଇଯିବ।
 tabview.groupItem.defaultName=ଏହି ଟ୍ୟାବ ଶ୍ରେଣୀକୁ ନାମକରଣ କରନ୍ତୁ…
 tabview.groupItem.undoCloseGroup=ବନ୍ଦ ଥିବା ଶ୍ରେଣୀର ପଦକ୍ଷେପ ବାତିଲ କରନ୍ତୁ
 tabview.search.otherWindowTabs=ଅନ୍ୟ ୱିଣ୍ଡୋଗୁଡ଼ିକରୁ ଟ୍ୟାବଗୁଡ଼ିକ
+
+tabview.button.searchTabs=ଟ୍ୟାବ ଶ୍ରେଣୀଗୁଡ଼ିକୁ ଖୋଜନ୍ତୁ
+tabview.button.exitTabGroups=ଟ୍ୟାବ ଶ୍ରେଣୀରୁ ପ୍ରସ୍ଥାନ କରନ୍ତୁ
+tabview.groupItem.closeGroup=ଶ୍ରେଣୀକୁ ବନ୍ଦ କରନ୍ତୁ
+tabview.groupItem.discardClosedGroup=ବନ୍ଦ ହୋଇଥିବା ଶ୍ରେଣୀକୁ ବାତିଲ କରନ୍ତୁ
--- a/browser/chrome/overrides/appstrings.properties
+++ b/browser/chrome/overrides/appstrings.properties
@@ -61,8 +61,9 @@ externalProtocolUnknown=<Unknown>
 externalProtocolChkMsg=ଏହିପ୍ରକାରର ସମସ୍ତ ସଂଯୋଗ ପାଇଁ ମୋର ପସନ୍ଦକୁ ମନେ ରଖନ୍ତୁ.
 externalProtocolLaunchBtn=ପ୍ରୟୋଗ ପ୍ରାରମ୍ଭ କରନ୍ତୁ
 malwareBlocked=%S ରେ ଥିବା ସାଇଟକୁ ଆକ୍ରମଣ ସାଇଟ ଭାବରେ ଖବର କରାଯାଇଛି ଏବଂ ସୁରକ୍ଷା ପ୍ରସଙ୍ଗକୁ ଆଧାର କରି ବ୍ଲକ କରାଯାଇଛି।
 phishingBlocked=%S ରେ ଥିବା ୱେବ ସାଇଟକୁ ୱେବ କୂଟରଚନା ଭାବରେ ଖବର କରାଯାଇଛି ଯାହାକୁ କି ବ୍ୟକ୍ତିଗତ ଏବଂ ଆର୍ଥିକ ସୂଚନାକୁ ସହଭାଗ କରିବା ପାଇଁ ଚତୁରତାର ସହିତ ରଚନା କରାଯାଇଛି।
 cspFrameAncestorBlocked=ଏହି ପୃଷ୍ଠାରେ ଏମିତି କିଛି ସୁରକ୍ଷା ନିତୀ ସମ୍ବନ୍ଧୀୟ ବିଷୟବସ୍ତୁ ଅଛି ଯାହାକି ଏହି ଉପାୟରେ ସନ୍ନିହିତ ହେବାରୁ ବାରଣ କରିଥାଏ।
 
 remoteXUL=ଏହି ପୃଷ୍ଠାଟି ଗୋଟିଏ ଅସମର୍ଥିତ ପ୍ରଯୁକ୍ତିଜ୍ଞାନକୁ ବ୍ୟବହାର କରିଥାଏ ଯାହାକି ପୂର୍ବନିର୍ଦ୍ଧାରିତ ଭାବରେ Firefox ରେ ଉପଲବ୍ଧ ହୋଇନଥାଏ।
 corruptedContentError=ଆପଣ ଦେଖିବାକୁ ଇଚ୍ଛାକରୁଥିବା ପୃଷ୍ଠାକୁ  ଦର୍ଶାଯାଇପାରିବ ନାହିଁ କାରଣ ତଥ୍ୟ ପରିବହନରେ ଗୋଟିଏ ତ୍ରୁଟି ଦେଖାଦେଇଛି।
+notCached=ଏହି ଦଲିଲଟି ବର୍ତ୍ତମାନ ଉପଲବ୍ଧ ନାହିଁ।
--- a/browser/chrome/overrides/netError.dtd
+++ b/browser/chrome/overrides/netError.dtd
@@ -179,8 +179,13 @@ netError.xhtml) because it exposes funct
 <!ENTITY corruptedContentError.longDesc "<p>ଆପଣ ଦେଖିବାକୁ ଇଚ୍ଛାକରୁଥିବା ପୃଷ୍ଠାକୁ ଦର୍ଶାଯାଇପାରିବ ନାହିଁ କାରଣ ତଥ୍ୟ ପରିବହନରେ ଗୋଟିଏ ତ୍ରୁଟି ଦେଖାଦେଇଛି।</p><ul><li>ଏହି ସମସ୍ୟା ବିଷୟରେ ଅଗଚର କରାଇବା ପାଇଁ ଦୟାକରି ୱେବସାଇଟ ମାଲିକଙ୍କ ସହିତ ଯୋଗାଯୋଗ କରନ୍ତୁ।</li></ul>">
 
 <!ENTITY netOffline.longDesc2 "
 <ul>
   <li>&quot; କୁ ଦବାଇ ଅନଲାଇନ ଧାରାକୁ ପରିବର୍ତ୍ତନ କରିବା ପାଇଁ ଏବଂ ପୃଷ୍ଠାକୁ ପୁନର୍ଦ୍ଧାରଣ କରିବା ପାଇଁ &quot; କୁ ପୁଣିଥରେ ଚେଷ୍ଟା କରନ୍ତୁ।</li>
 </ul>
 ">
 
+<!ENTITY notCached.title "ଦଲିଲର ସମୟ ସମାପ୍ତ ହୋଇଛି">
+
+<!ENTITY notCached.longDesc "<p>ଅନୁରୋଧ କରାଯାଇଥିବା ଦଲିଲଟି &brandShortName; ର କ୍ୟାଶେରେ ଉପଲବ୍ଧ ନାହିଁ।</p><ul><li>ସୁରକ୍ଷା ଦୃଷ୍ଟିକୋଣରୁ, &brandShortName; ଜରୁଜୀ ଦଲିଲଗୁଡ଼ିକୁ ସ୍ୱୟଂଚାଳିତ ଭାବରେ ପୁନଃ-ଅନୁରୋଧ କରିନଥାଏ।</li><li>ୱେବସାଇଟରୁ ଦଲିଲକୁ ପୁନଃ-ଅନୁରୋଧ କରିବା ପାଇଁ ପୁଣଥରେ ଚେଷ୍ଟାକରନ୍ତୁ କୁ କ୍ଲିକ କରନ୍ତୁ।</li></ul>">
+
+   
--- a/browser/installer/custom.properties
+++ b/browser/installer/custom.properties
@@ -104,8 +104,12 @@ OPTIONS_SUMMARY=ଆପଣଙ୍କ ପସନ୍ଦର ବିନ୍ୟାସ ପ୍ରକାର ବାଛନ୍ତୁ, ତାପରେ ପରବର୍ତ୍ତୀ କ୍ଲିକ କରନ୍ତୁ।
 OPTION_STANDARD_DESC=$BrandShortName କୁ ଅତି ସାଧାରଣ ବିକଳ୍ପଗୁଡ଼ିକ ସହିତ ସ୍ଥାପନ କରାଯିବ।
 OPTION_STANDARD_RADIO=ମାନକ (&S)
 # Two lines
 OPTION_CUSTOM_DESC=ଆପଣ ସ୍ଥାପନ କରିବା ପାଇଁ ବ୍ୟକ୍ତିଗତ ବିକଳ୍ପଗୁଡ଼ିକୁ ବାଛିପାରିବେ। ଅଭିଜ୍ଞ ଚାଳକମାନଙ୍କ ପାଇଁ ପରାମର୍ଶିତ।
 OPTION_CUSTOM_RADIO=ଇଚ୍ଛାରୂପ (&C)
 
 SUMMARY_INSTALL_CLICK=ଆଗକୁ ବଢ଼ିବା ପାଇଁ ସ୍ଥାପନ କରନ୍ତୁ କୁ କ୍ଲିକ କରନ୍ତୁ।
 WARN_MIN_SUPPORTED_OS_MSG=ମୁଁ ଦୁଃଖିତ, $BrandShortName କୁ ସ୍ଥାପନ କରାଯାଇପାରିବ ନାହିଁ। $BrandShortName ର ଏହି ସଂସ୍କରଣ ${MinSupportedVer} କିମ୍ବା ନୂତନତମ ସଂସ୍କରଣ ଆବଶ୍ୟକ କରିଥାଏ।
+COMPONENTS_PAGE_SUBTITLE=ବୈକଳ୍ପିକ ପରାମର୍ଶିତ ଉପାଦାନଗୁଡ଼ିକ
+COMPONENTS_PAGE_TITLE=ବୈକଳ୍ପିକ ଉପାଦାନଗୁଡ଼ିକର ବ୍ୟବସ୍ଥା କରନ୍ତୁ
+MAINTENANCE_SERVICE_CHECKBOX_DESC=ସ୍ଥାପନ ଏବଂ ରକ୍ଷଣା ବେକ୍ଷଣ ସର୍ଭିସ
+OPTIONAL_COMPONENTS_DESC=ରକ୍ଷଣା ବେକ୍ଷଣ ସର୍ଭିସ ଆପଣଙ୍କୁ  $BrandShortName କୁ ପୃଷ୍ଠଭୂମିରେ ଚୁପଚାପ ଅଦ୍ୟତନ କରିବା ପାଇଁ ଅନୁମତି ଦେବ।
--- a/browser/profile/bookmarks.inc
+++ b/browser/profile/bookmarks.inc
@@ -17,17 +17,16 @@
 # LOCALIZATION NOTE (getting_started):
 # link title for http://en-US.www.mozilla.com/en-US/firefox/central/
 #define getting_started ଆରମ୍ଭ କରୁଅଛି
 
 # LOCALIZATION NOTE (latest_headlines):
 # link title for the live bookmarks sample, a redirect on
 # http://en-US.fxfeeds.mozilla.com/en-US/firefox/headlines.xml
 # Changing the redirect is subject to approval of l10n-drivers.
-#define latest_headlines ନୂତନତମ ଶୀର୍ଷକମାନ
 
 # LOCALIZATION NOTE (firefox_heading):
 # Firefox links folder name
 #define firefox_heading Mozilla Firefox
 
 # LOCALIZATION NOTE (firefox_help):
 # link title for http://en-US.www.mozilla.com/en-US/firefox/help/
 #define firefox_help ସହାୟତା ଏବଂ ଶିକ୍ଷଣ ବସ୍ତୁ
--- a/browser/updater/updater.ini
+++ b/browser/updater/updater.ini
@@ -1,4 +1,5 @@
 ; This file is in the UTF-8 encoding
 [Strings]
-TitleText=Software Update
-InfoText=Firefox is installing your updates and will start in a few moments…
+TitleText=ସଫ୍ଟୱେର ଅଦ୍ୟତନ
+InfoText=Firefox ଆପଣଙ୍କର ଅଦ୍ୟତନଗୁଡ଼ିକୁ ସ୍ଥାପନ କରୁଅଛି ଏବଂ କିଛି ସମୟ ମଧ୍ଯରେ ଆରମ୍ଭ ହେବ…
+MozillaMaintenanceDescription=Mozilla ରକ୍ଷଣା ବେକ୍ଷଣ ସର୍ଭିସ ନିଶ୍ଚିତ କରିଥାଏ ଯେ ଆପଣଙ୍କ କମ୍ପୁଟରରେ Mozilla Firefox ର ନୂତନ ତମ ଏବଂ ଅଧିକ ସୁରକ୍ଷିତ ସଂସ୍କରଣ ଅଛି। ଅନଲାଇନ ସୁରକ୍ଷା ପାଇଁ Firefox କୁ ଅଦ୍ୟତିତ ରଖିବା ଅତ୍ୟନ୍ତ ଆବଶ୍ୟକ, ଏବଂ Mozilla ବିଶେଷକରି ପରାମର୍ଶ ଦେଇଥାଏ ଯେ ଆପଣ ଏହି ସର୍ଭିସକୁ ସକ୍ରିୟ ରଖନ୍ତୁ।
--- a/dom/chrome/accessibility/mac/accessible.properties
+++ b/dom/chrome/accessibility/mac/accessible.properties
@@ -6,8 +6,10 @@ select  =       ଚୟନ କରନ୍ତୁ
 open    =       ଖୋଲନ୍ତୁ
 close   =       ବନ୍ଦ କରନ୍ତୁ
 switch  =       ପରିବର୍ତ୍ତନ କରନ୍ତୁ
 click   =       ଦବାନ୍ତୁ
 collapse=       ପତନ
 expand  =       ପ୍ରସାରିତ କରନ୍ତୁ
 activate=       ସକ୍ରିୟ କରନ୍ତୁ
 cycle   =       ଚକ୍ର
+htmlContent = HTML ବିଷୟବସ୍ତୁ
+tab     =       ଟ୍ୟାବ
--- a/dom/chrome/appstrings.properties
+++ b/dom/chrome/appstrings.properties
@@ -59,8 +59,9 @@ externalProtocolPrompt=%1$S କୁ ନିୟନ୍ତ୍ରଣ କରିବା ପାଇଁ ଗୋଟିଏ ବାହ୍ଯ ପ୍ରୟୋଗକୁ ଆରମ୍ଭ କରିବା ଉଚିତ: ସଂଯୋଗ।\n\n\nଅନୁରୋଧ କରାଯାଇଥିବା ସଂଯୋଗ:\n\n%2$S\n\nପ୍ରୟୋଗ: %3$S\n\n\nଯଦି ଆପଣ ଏହି ଏହି ଅନୁରୋଧକୁ ଆଶାକରୁନାହାନ୍ତି ତେବେ ଏହା ଅନ୍ୟ ଦୁର୍ବଳ ପ୍ରଗ୍ରାମ ଉପରେ ପରାକ୍ରମ ଦୋଖାଇବାକୁ ଚେଷ୍ଟା କରିପାରେ। ଏହା ତ୍ରୁଟିଯୁକ୍ତ ନୁହଁ ବୋଲି ଯଦି ଆପଣ ନିଶ୍ଚିତ ନୁହଁନ୍ତି ତେବେ ଏହି ଅନୁରୋଧକୁ ବାତିଲ କରନ୍ତୁ।\n
 externalProtocolUnknown=<ଅଜଣା>
 externalProtocolChkMsg=ଏହି ପ୍ରକାର ସମସ୍ତ ସଂଯୋଗ ପାଇଁ ମୋର ପସନ୍ଦକୁ ମନେରଖନ୍ତୁ।
 externalProtocolLaunchBtn=ପ୍ରୋୟଗ ଆରମ୍ଭ କରନ୍ତୁ
 malwareBlocked=%S ରେ ଥିବା ସାଇଟକୁ ଆକ୍ରମଣ ସାଇଟ ଭାବରେ ଖବର କରାଯାଇଛି ଏବଂ ଆପଣଙ୍କର ସୁରକ୍ଷା ପସନ୍ଦ ଉପରେ ଆଧାର କରି ଏହାକୁ ଅଟକ ରଖାଯାଇଛି।
 phishingBlocked=%S ରେ ଥିବା ସାଇଟକୁ ୱେବ କୂଟରଚନା ଭାବରେ ଖବର କରାଯାଇଛି  ଯାହାକି କୌଶଳତାର ସହିତ ଚାଳକର ବ୍ୟକ୍ତିଗତ ଏବଂ ଆର୍ଥିକ ସୂଚନାକୁ ସହଭାଗ କରିବା ପାଇଁ ରଚନା କରାଯାଇଛି।
 cspFrameAncestorBlocked=ଏହି ପୃଷ୍ଠାରେ ଗୋଟିଏ ବିଷୟବସ୍ତୁ ସୁରକ୍ଷା ନିତୀ ଅଛି ଯିଏକି ଏହି ଉପାୟରେ ସଂଯୁକ୍ତ ହେବାରୁ ବାରଣ କରୁଅଛି।
 remoteXUL=ଏହି ପୃଷ୍ଠାଟି ଗୋଟିଏ ଅସମର୍ଥିତ ପ୍ରଯୁକ୍ତିଜ୍ଞାନକୁ ବ୍ୟବହାର କରିଥାଏ ଯାହାକି ପୂର୍ବନିର୍ଦ୍ଧାରିତ ଭାବରେ ଉପଲବ୍ଧ ହୋଇନଥାଏ।
 corruptedContentError=ଆପଣ ଦେଖିବାକୁ ଇଚ୍ଛାକରୁଥିବା ପୃଷ୍ଠାକୁ ଦର୍ଶାଯାଇପାରିବ ନାହିଁ କାରଣ ତଥ୍ୟ ପରିବହନରେ ଗୋଟିଏ ତ୍ରୁଟି ଦେଖାଦେଇଛି।
+notCached=ଏହି ଦଲିଲଟି ଏପର୍ଯ୍ୟନ୍ତ ଉପଲବ୍ଧ ନାହିଁ।
--- a/dom/chrome/charsetTitles.properties
+++ b/dom/chrome/charsetTitles.properties
@@ -92,17 +92,17 @@ koi8-r.title = ସାଇରିଲିକ (KOI8-R)
 koi8-u.title = ସାଇରିଲିକ/ୟୁକ୍ରେନିଆନ (KOI8-U)
 iso-8859-7.title = ଗ୍ରୀକ (ISO-8859-7)
 windows-1253.title = ଗ୍ରୀକ (Windows-1253)
 x-mac-greek.title = ଗ୍ରୀକ (MacGreek)
 windows-1258.title = ଭିଏତନାମୀ (Windows-1258)
 x-viet-tcvn5712.title = ଭିଏତନାମୀ (TCVN)
 viscii.title = ଭିଏତନାମୀ (VISCII)
 x-viet-vps.title = ଭିଏତନାମୀ (VPS)
-geostd8.title = ଜରଜୀଆନ (GEOSTD8)
+
 tis-620.title = ଥାଇ (TIS-620)
 iso-8859-11.title = ଥାଇ (ISO-8859-11)
 windows-874.title = ଥାଇ (Windows-874)
 ibm874.title = ଥାଇ (IBM-874)
 armscii-8.title = ଆରମେନିଆନ (ARMSCII-8)
 iso-8859-6.title = ଆରାବିକ (ISO-8859-6)
 iso-8859-6-i.title = ଆରାବିକ (ISO-8859-6-I)
 iso-8859-6-e.title = ଆରାବିକ (ISO-8859-6-E)
--- a/dom/chrome/dom/dom.properties
+++ b/dom/chrome/dom/dom.properties
@@ -81,42 +81,71 @@ AttributesWarning=ଗୁଣଧର୍ମର ଗୁଣଧର୍ମର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା ଶୂନ୍ୟ ମୂଲ୍ୟ ଫେରାଇନଥାଏ।
 ChildNodesWarning=ଗୁଣଧର୍ମର childNodes ଗୁଣଧର୍ମର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା ଶୂନ୍ୟ ମୂଲ୍ୟ ଫେରାଇଥାଏ।
 CloneNodeWarning=ଗୁଣଧର୍ମର cloneNode() ର ବ୍ୟବହାର ପୁରୁଣା ହୋଇଛି।
 CreateAttributeNSWarning=document.createAttributeNS() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ element.setAttributeNS() କୁ ବ୍ଯବହାର କରନ୍ତୁ।
 CreateAttributeWarning=document.createAttribute() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ element.setAttribute() କୁ ବ୍ୟବହାର କରନ୍ତୁ।
 EnablePrivilegeWarning=enablePrivilege ର ବ୍ୟବହାର ପୁରୁଣା ହୋଇଛି।  ଏହା ପରିବର୍ତ୍ତେ ତନ୍ତ୍ର ନିୟମ ଅନୁସାରେ ଚାଲୁଥିବା ସଂକେତକୁ ବ୍ୟବହାର କରନ୍ତୁ (ଯେପରିକି ଗୋଟିଏ ଅନୁଲଗ୍ନ)।
 FirstChildWarning=ଗୁଣଧର୍ମର ପ୍ରଥମ ସ୍ତର ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟକୁ ବ୍ୟବହାର କରନ୍ତୁ।
 SetAttributeNodeWarning=setAttributeNode() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ setAttribute() କୁ ବ୍ୟବହାର କରନ୍ତୁ।
 GetAttributeNodeNSWarning=getAttributeNodeNS() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ getAttributeNS() କୁ ବ୍ୟବହାର କରନ୍ତୁ।
-GlobalStorageWarning=globalStorage ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ଦୟାକରି ସ୍ଥାନୀୟ ସଂରକ୍ଷଣକୁ ବ୍ୟବହାର କରନ୍ତୁ।
+
 HasChildNodesWarning=ଗୁଣଧର୍ମର hasChildNodes() ର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା false ଫେରାଇଥାଏ।
 HasAttributesWarning=ଗୁଣଧର୍ମର hasAttributes() ର ବ୍ୟବହାର ପୁରୁଣା ହୋଇଛି।ଏହା ସର୍ବଦା false ଫେରାଇଥାଏ।
 InputEncodingWarning=inputEncoding ର ବ୍ୟବହାର ପୁରୁଣା ହୋଇଛି।
 InsertBeforeWarning=ଗୁଣଧର୍ମର insertBefore() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟ ବ୍ୟବହାର କରନ୍ତୁ।
-IsElementContentWhitespaceWarning=ଗୁଣଧର୍ମର isElementContentWhitespace ଚେତାବନୀର ପୁରୁଣା ହୋଇଛି।
+
 IsSupportedWarning=ଗୁଣଧର୍ମର isSupported() ପୁରୁଣା ହୋଇଛି।
 IsEqualNodeWarning=ଗୁଣଧର୍ମର isEqualNode() ବ୍ୟବହାର ପୁରୁଣା ହୋଇଛି।
-IsSameNodeWarning=isSameNode ର ବ୍ୟବହାର ପୁରୁଣା ହୋଇଛି।  ଦୟାକରି ଏହା ପରିବର୍ତ୍ତେ A == B କୁ  ସମାନତା ପରୀକ୍ଷା କରିବା ପାଇଁ ବ୍ୟବହାର କରନ୍ତୁ।
+
 LastChildWarning=ଗୁଣଧର୍ର lastChild ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟକୁ ବ୍ୟବହାର କରନ୍ତୁ।
 NextSiblingWarning=ଗୁଣଧର୍ମର nextSibling ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା ଶୂନ୍ୟ ମୂଲ୍ୟ ପ୍ରଦାନ କରିଥାଏ।
 NodeNameWarning=ଗୁଣଧର୍ମର nodeName ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ନାମ ବ୍ୟବହାର କରନ୍ତୁ।
 NodeValueWarning=ଗୁଣଧର୍ମର nodeValue ଗୁଣର ବ୍ୟବହାର ପୁରୁଣା ହୋଇଛି।ଏହା ପରବିର୍ତ୍ତେ ମୂଲ୍ୟର ବ୍ୟବହାର କରନ୍ତୁ।
 NodeTypeWarning=ଗୁଣଧର୍ମର nodeType ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା 2 ଫେରାଇଥାଏ।
 NormalizeWarning=ଗୁଣଧର୍ମର normalize() ର ବ୍ୟବହାର ପୁରୁଣା ହୋଇଛି।
 OwnerDocumentWarning=ଗୁଣଧର୍ମର ownerDocument ଗୁଣର ବ୍ୟବହାର ପୁରୁଣା ହୋଇଛି।
 OwnerElementWarning=ଗୁଣଧର୍ମର ownerElement ଗୁଣର ବ୍ୟବହାର ପୁରୁଣା ହୋଇଛି।
 ParentNodeWarning=ଗୁଣଧର୍ମର parentNode ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା ଶୂନ୍ୟ ମୂଲ୍ୟ ପ୍ରଦାନ କରିଥାଏ।
 PreviousSiblingWarning=ଗୁଣଧର୍ମର previousSibling ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ସର୍ବଦା ଶୂନ୍ୟ ମୂଲ୍ୟ ପ୍ରଦାନ କରିଥାଏ।
 RemoveAttributeNodeWarning=removeAttributeNode() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ removeAttribute() କୁ ବ୍ୟବହାର କରନ୍ତୁ।
 RemoveChildWarning=ଗୁଣଧର୍ମର removeChild() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟର ବ୍ୟବହାର କରନ୍ତୁ।
 ReplaceChildWarning=ଗୁଣଧର୍ମର replaceChild() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟର ବ୍ୟବହାର କରନ୍ତୁ।
-ReplaceWholeTextWarning=replaceWholeText ର ବ୍ୟବହାର ପୁରୁଣା ହୋଇଛି। ଦୟାକରି ମୂଖ୍ୟ ଫଳନରେ normalize() କୁ ଚଲାନ୍ତୁ ଏବଂ ତଥ୍ୟ ଗୁଣଧର୍ମ ସେଟ କରନ୍ତୁ, ଅଥବା ଏହା ପରିବର୍ତ୍ତେ ପାଠ୍ୟ ବିଷୟବସ୍ତୁକୁ ବ୍ୟବହାର କରନ୍ତୁ।
+
 SetAttributeNodeNSWarning=setAttributeNodeNS() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ setAttributeNS() କୁ ବ୍ୟବହାର କରନ୍ତୁ।
 SetAttributeNodeWarning=setAttributeNode() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ setAttribute() କୁ ବ୍ୟବହାର କରନ୍ତୁ।
 SpecifiedWarning=ଗୁଣଧର୍ମର ନିର୍ଦ୍ଦିଷ୍ଟ ଗୁଣ ପୁରୁଣା ହୋଇଛି। ଏହା ସର୍ବଦା true ଫେରାଇଥାଏ।
 TextContentWarning=ଗୁଣଧର୍ମର ପାଠ୍ୟ ବିଷୟବସ୍ତୁ ଗୁଣର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ ମୂଲ୍ୟ ବ୍ୟବହାର କରନ୍ତୁ।
-XmlEncodingWarning=xmlEncoding ର ବ୍ୟବହାର ପୁରୁଣା ହୋଇଛି।
-XmlVersionWarning=xmlVersion ର ବ୍ୟବହାର ପୁରୁଣା ହୋଇଛି।
-XmlStandaloneWarning=xmlStandalone ର ବ୍ୟବହାର ପୁରୁଣା ହୋଇଛି।
+
 nsIDOMWindowInternalWarning=nsIDOMWindowInternal ର ବ୍ୟବହାର ପୁରୁଣା ହୋଇଛି। ଦୟାକରି ଏହା ପରିବର୍ତ୍ତେ nsIDOMWindow କୁ ବ୍ୟବହାର କରନ୍ତୁ।
 nsIJSONDecodeDeprecatedWarning=nsIJSON.decode ପୁରୁଣା ହୋଇଛି। ଦୟାକରି ଏହା ପରିବର୍ତ୍ତେ JSON.parse କୁ ବ୍ୟବହାର କରନ୍ତୁ।
 nsIJSONEncodeDeprecatedWarning=nsIJSON.encode ପୁରୁଣା ହୋଇଛି। ଦୟାକରି ଏହା ପରିବର୍ତ୍ତେ JSON.stringify କୁ ବ୍ୟବହାର କରନ୍ତୁ।
 GetAttributeNodeWarning=getAttributeNode() ର ବ୍ୟବହାର ପୁରୁଣା ହୋଇଛି। ଏହା ପରିବର୍ତ୍ତେ getAttribute() କୁ ବ୍ୟବହାର କରନ୍ତୁ।
+FocusedWindowedPluginWhileFullScreen=ସମ୍ପୂର୍ଣ୍ଣ ପରଦାରୁ ପ୍ରସ୍ଥାନ କରନ୍ତୁ କାରଣ ୱିଣ୍ଡୋରେ ଥିବା ପ୍ଲଗଇନକୁ ଲକ୍ଷ୍ଯ କରାଯାଇଛି।
+FullScreenDeniedDisabled=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ସମ୍ପୂର୍ଣ୍ଣ ପରଦା API ଟି ଚାଳକ ପସନ୍ଦ ଅନୁସାରେ ନିଷ୍କ୍ରିୟ କରାଯାଇଥିଲା।
+FullScreenDeniedFocusedPlugin=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଗୋଟିଏ ୱିଣ୍ଡୋ ପ୍ଲଗଇନକୁ ଲକ୍ଷ୍ଯ କରାଯାଇଥିଲା।
+FullScreenDeniedHidden=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ସେହି ଦଲିଲଟି ବର୍ତ୍ତମାନ ଦୃଶ୍ୟମାନ ହେଉନାହିଁ।
+FullScreenDeniedIframeDisallowed=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ iframe ଧାରଣ କରିଥିବା ଅତିକମରେ ଗୋଟିଏ ଦଲିଲରେ "mozallowfullscreen" ଗୁଣଧର୍ମ ନାହିଁ।
+FullScreenDeniedNotInputDriven=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ Element.mozRequestFullScreen() କୁ ଚାଳକ-ନିର୍ମିତ ଘଟଣା ନିୟନ୍ତ୍ରକକୁ ଚଲାଉଥିବା ଫଳନକୁ ଭିତରୁ ଡକାଯାଇନଥିଲା।
+FullScreenDeniedNotInDocument=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଅନୁରୋଧ କରିଥିବା ଉପାଦାନଟି ଏପର୍ଯ୍ୟନ୍ତ ସେହି ଦଲିଲରେ ନାହିଁ।
+FullScreenDeniedMovedDocument=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଅନୁରୋଧ କରିଥିବା ଉପାଦାନଟି ଦଲିଲକୁ ଘୁଞ୍ଚାଇ ଦେଇଛି।
+FullScreenDeniedLostWindow=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଆମ ପାଖରେ ବର୍ତ୍ତମାନ କୌଣସି ୱିଣ୍ଡୋ ନାହିଁ।
+FullScreenDeniedSubDocFullScreen=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ସେହି ଦଲିଲର ଗୋଟିଏ ଉପ-ଦଲିଲ ଅନୁରୋଧ କରିଥିବା ସମ୍ପୂର୍ଣ୍ଣ ପରଦାଟି ପୂର୍ବରୁ ସମ୍ପୂର୍ଣ୍ଣ ପରଦା ଆକାରରେ ଅଛି।
+FullScreenDeniedNotDescendant=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଅନୁରୋଧ କରିଥିବା ଉପାଦାନଟି ପ୍ରଚଳିତ ସମ୍ପୂର୍ଣ୍ଣ ପରଦା ଉପାଦାନର ଅଂଶ ନୁହଁ।
+FullScreenDeniedNotFocusedTab=ସମ୍ପୂର୍ଣ୍ଣ ପରଦା ପାଇଁ ଅନୁରୋଧକୁ ବାରଣ କରାଯାଇଥିଲା କାରଣ ଅନୁରୋଧ କରିଥିବାଉପାଦାନଟି ବର୍ତ୍ତମାନ ଦେଖାଯାଉଥିବା ଟ୍ୟାବରେ ନାହିଁ।
+HTMLMultipartXHRWarning=XMLHttpRequest ର HTML ବିଶ୍ଳେଷଣଟି ଏକାଧିକ ଉତ୍ତର ପାଇଁ ସମର୍ଥିତ ନୁହଁ।
+HTMLSyncXHRWarning=XMLHttpRequest ର HTML ବିଶ୍ଳେଷଣଟି ସନ୍ତୁଳିତ ଧାରା ପାଇଁ ସମର୍ଥିତ ନୁହଁ।
+InvalidRedirectChannelWarning=%S ପ୍ରତି ଦିଗ ପରିବର୍ତ୍ତନ କରିବାରେ ଅସମର୍ଥ କାରଣ ସେହି ଚ୍ୟାନେଲଟି nsIWritablePropertyBag2 କୁ କାର୍ଯ୍ୟକାରୀ କରିନଥାଏ।
+JSONCharsetWarning=JSON ପାଇଁ ଗୋଟିଏ UTF-8 ହୋଇନଥିବା ସାଙ୍କେତିକରଣକୁ ଘୋଷଣା କରିବା ପାଇଁ XMLHttpRequest ବ୍ୟବହାର କରି ଚେଷ୍ଟା କରାଯାଇଥିଲା। କେବଳ UTF-8 ଟି JSON ସାଙ୍କେତିକରଣ ପାଇଁ ସମର୍ଥିତ।
+MediaLoadExhaustedCandidates=ସମସ୍ତ ବ୍ୟକ୍ତି ଉତ୍ସଗୁଡ଼ିକ ଧାରଣ କରିବାରେ ବିଫଳ ହୋଇଛି। ମେଡିଆ ଧାରଣକୁ ଅଟକ ରଖାଯାଇଛି।
+MediaLoadDecodeError=ମେଡିଆ ଉତ୍ସ %S କୁ ଅବସଙ୍କେତନ କରି ହେଲା ନାହିଁ।
+MediaLoadHttpError=HTTP ଧାରଣଟି ସ୍ଥିତି %1$S ସହିତ ବିଫଳ ହୋଇଛି। ମେଡିଆ ଉତ୍ସ %2$S ଧାରଣ ବିଫଳ ହୋଇଛି।
+MediaLoadInvalidURI=ଅବୈଧ URI. ମେଡିଆ ଉତ୍ସ %S ଧାରଣ ବିଫଳ ହୋଇଛି।
+MediaLoadSourceMissingSrc=<source> ଉପାଦାନରେ କୌଣସି "src" ଗୁଣଧର୍ମ ନାହିଁ। ମେଡିଆ ଉତ୍ସ ଧାରଣ ବିଫଳ ହୋଇଛି।
+MediaLoadUnsupportedMimeType=HTTP "%1$S" ର "ବିଷୟବସ୍ତୁ-ପ୍ରକାର" ଟି ସମର୍ଥିତ ନୁହଁ। ମେଡିଆ ଉତ୍ସ %2$S ର ଧାରଣ ବିଫଳ ହୋଇଛି।
+MediaLoadUnsupportedType=ଉଲ୍ଲିଖିତ  "%1$S" ର "ପ୍ରକାର" ସମର୍ଥିତ ନୁହଁ। ମେଡିଆ ଉତ୍ସର ଧାରଣ %2$S ବିଫଳ ହୋଇଛି।
+MozBeforePaintWarning=MozBeforePaint ଘଟଣାଗୁଡ଼ିକ ଏପର୍ଯ୍ୟନ୍ତ ସମର୍ଥିତ ନୁହଁ।  mozRequestAnimationFrame ନିଶ୍ଚିତ ଭାବରେ ଏକ ଶୂନ୍ୟ ହୋଇନଥିବା କଲବ୍ୟାକ ସ୍ୱତନ୍ତ୍ରଚରକୁ ପଠାଇଥିବେ।
+PositionWarning=XMLHttpRequest ର ବ୍ୟବହାର ଘଟଣାର ଅବସ୍ଥିତି ଗୁଣ ଅଗ୍ରଗତି ପୁରୁଣା ହୋଇଯାଇଛି।
+RemovedFullScreenElement=ସମ୍ପୂର୍ଣ୍ଣ ପରଦାରୁ ପ୍ରସ୍ଥାନ କରିଅଛି କାରଣ ସମ୍ପୂର୍ଣ୍ଣ ପରଦା ଉପାଦାନକୁ ଦଲିଲରୁ କଢ଼ାଯାଇଛି।
+ResponseTypeSyncXHRWarning=XMLHttpRequest ର ବ୍ୟବହାର ଉତ୍ତର ପ୍ରକାର ଗୁଣ ବର୍ତ୍ତମାନ ୱିଣ୍ଡୋ ପ୍ରସଙ୍ଗ ସନ୍ତୁଳିତ ଧାରାରେ ସମର୍ଥିତ ନୁହଁ।
+TimeoutSyncXHRWarning=XMLHttpRequest ର ବ୍ୟବହାର ସମୟ ସମାପ୍ତି ଗୁଣ ବର୍ତ୍ତମାନ ସନ୍ତୁଳିତ ଧାରାରେ ୱିଣ୍ଡୋ ପ୍ରସଙ୍ଗରେ ସମର୍ଥିତ ନୁହଁ।
+TotalSizeWarning=XMLHttpRequest ର ବ୍ୟବହାର ଉନ୍ନତି ଘଟଣାର ସମୁଦାୟ ଆକାର ଗୁଣଟି ବର୍ତ୍ତମାନ ପୁରୁଣା ହୋଇଛି।
+WithCredentialsSyncXHRWarning=ଅଧିକାର ସହିତ XMLHttpRequest ର ବ୍ୟବହାର  ବର୍ତ୍ତମାନ ସନ୍ତୁଳିତ ଧାରାରେ ୱିଣ୍ଡୋ ପ୍ରସଙ୍ଗରେ ସମର୍ଥିତ ନୁହଁ।
+