webapprt/webapprt/overrides/appstrings.properties
author or team [Pootle] <https://wiki.mozilla.org/L10n:Teams:or>
Thu, 17 Apr 2014 09:51:53 +0100
changeset 387 1e12694c6df84e4ce85b7ed853b4b9ae98903ec8
parent 376 6c817fe39fcf866c97f8891ab619014c13635277
permissions -rw-r--r--
[or] update from Pootle (firefox)

# This Source Code Form is subject to the terms of the Mozilla Public
# License, v. 2.0. If a copy of the MPL was not distributed with this
# file, You can obtain one at http://mozilla.org/MPL/2.0/.

malformedURI=URL ଟି ଠିକ ନୁହଁ ଏବଂ ତାହାକୁ ଧାରଣ କରାଯାଇପାରିବ ନାହିଁ।
fileNotFound=ଫାଇଲ %S ମିଳୁନାହିଁ। ଦୟାକରି ଅବସ୍ଥିତି ଯାଞ୍ଚ କରନ୍ତୁ ଏବଂ ପୁଣିଥରେ ଚେଷ୍ଚାକରନ୍ତୁ।
dnsNotFound=%S ମିଳି ପାରିବ ନାହିଁ। ଦୟାକରି ନାମ ଯାଞ୍ଚ କରନ୍ତୁ ଏବଂ ପୁଣିଥରେ ଚେଷ୍ଚାକରନ୍ତୁ।
unknownProtocolFound=ନିମ୍ନଲିଖିତ %S ମଧ୍ଯରୁ ଗୋଟିଏ ପଞ୍ଜିକୃତ ପ୍ରୋଟକଲ ନୁହଁ କିମ୍ବା ଏହି ପ୍ରସଙ୍ଗରେ ଅନୁମୋଦିତ ନୁହଁ।
connectionFailure=%S ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ସମୟରେ ସଂଯୋଗ ମନା କରିଥିଲା।
netInterrupt=ସଂଯୋଗ %S ଅପ୍ରତ୍ୟାଶିତ ଭାବରେ ସମାପ୍ତ ହୋଇଥିଲା କିଛି ତଥ୍ୟ ସ୍ଥାନାନ୍ତରିତ ହୋଇଥାଇପାରେ।
netTimeout=%S ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବା ସମୟରେ ପ୍ରୟୋଗ ସମୟ ସମାପ୍ତ ହୋଇଥିଲା।
redirectLoop=ଗୋଟିଏ ସର୍ଭର ଏକ ଅନୁରୋଧର ଦିଗ ପରିବର୍ତ୍ତନ କରୁଅଛି ଯାହାଫଳରେ ତାହା କଦାପି ସମ୍ପୂର୍ଣ୍ଣ ହେବ ନାହିଁ।
confirmRepostPrompt=ଆଗକୁ ବଢ଼ିବା ପାଇଁ, ପ୍ରୟୋଗ ନିଶ୍ଚିତ ଭାବେ ସୂଚନା ପଠାଇବା ଉଚିତ ଯାହାକି କୌଣସି କାର୍ଯ୍ୟର ପୁନରାବୃତ୍ତି କରିବ (ଯେପରି କି ସନ୍ଧାନ କିମ୍ବା ଆଦେଶ ସୁନିଶ୍ଚିତ କରିବା) ଯାହାକି ପୂର୍ବରୁ କରାଯାଇଛି।
resendButton.label=ପୁଣି ପଠାନ୍ତୁ
unknownSocketType=ସର୍ଭର ସହିତ କେମିତି ସମ୍ବାଦ ଆଦାନ ପ୍ରଦାନ କରିବାକୁ ହୁଏ ତାହା ଏହି ପ୍ରୟୋଗ ଜାଣିନାହିଁ।
netReset=ପ୍ରୟୋଗକୁ ଧାରଣ କରିବା ସମୟରେ ସର୍ଭର ସହିତ ସଂଯୋଗ ପୁନଃ ସ୍ଥାପିତ ହୋଇଛି।
notCached=ଏହି ପ୍ରୟୋଗ ଏକ ଦଲିଲ ଅନୁରୋଧ କରିଅଛି ଯାହାକି ବର୍ତ୍ତମାନ ଉପଲବ୍ଧ ନାହିଁ।
netOffline=ଏହି ପ୍ରୟୋଗଟି ବର୍ତ୍ତମାନ ଅଫଲାଇନ ଧାରାରେ ଅଛି ଏବଂ ନେଟୱର୍କ ସହିତ ସମ୍ପର୍କ ସ୍ଥାପନ କରିପାରିବ ନାହିଁ।
isprinting=ଏହି ଦଲିଲକୁ ମୁଦ୍ରଣ କରିବା ସମୟରେ କିମ୍ବା ମୁଦ୍ରଣୀ ପ୍ରାକଦର୍ଶନରେ ପରିବର୍ତ୍ତନ କରିପାରିବେ ନାହିଁ ।
deniedPortAccess=ଏହି ପ୍ରୟୋଗ ଏକ ନେଟୱର୍କ ପୋର୍ଟକୁ ଅଭିଗମ୍ୟ କରିବା ପାଇଁ ଚେଷ୍ଟା କରୁଅଛି ଯାହା ଫଳରେ ଏହାକୁ ଅଭିଗମ୍ୟ କରିବା ଆବଶ୍ୟକ ନାହିଁ। ଏହି ପ୍ରୟୋଗ ଆପଣଙ୍କର ସୁରକ୍ଷା ପାଇଁ ଅନୁରୋଧକୁ ବାତିଲ କରିଛି।
proxyResolveFailure=ଏହି ପ୍ରୟୋଗଟି ପ୍ରକ୍ସି ସର୍ଭର ବ୍ୟବହାର କରିବାକୁ ବିନ୍ୟାସିତ ହୋଇଛି ଯାହାକୁ ଖୋଜି ପାରିବେ ନାହିଁ।
proxyConnectFailure=ଏହି ପ୍ରୟୋଗଟି ପ୍ରକ୍ସି ସର୍ଭର ବ୍ୟବହାର କରିବାକୁ ବିନ୍ୟାସିତ ହୋଇଛି ଯାହାକି ସଂଯୁକ୍ତ ହେବା ପାଇଁ ବାରଣ କରୁଅଛି।
contentEncodingError=ଏହି ପ୍ରୟୋଗ ସର୍ଭରରୁ  ଉତ୍ତର ଗ୍ରହଣ କରିଅଛି ଯାହାକି ଏକ ଅବୈଧ କିମ୍ବା ଅସମର୍ଥିତ ସଙ୍କୋଚନ ଆକାର ବ୍ୟବହାର କରିଥାଏ।
unsafeContentType=ଏହି ପ୍ରୟୋଗ ଆଗକୁ ବଢ଼ିପାରିବ ନାହିଁ କାରଣ ଏହା ଏକ ଫାଇଲ ପ୍ରକାରକୁ ଅଭିଗମ୍ୟ କରିଅଛି ଯାହାକି ହୁଏତଃ ଖୋଲିବା ପାଇଁ ସୁରକ୍ଷିତ ନୁହଁ। ଏହି ସମସ୍ୟା ବିଷୟରେ ଅବଗତ କରାଇବା ପାଇଁ ଦୟାକରି ପ୍ରୟୋଗ ଅଧିକାରୀମାନଙ୍କ ସହିତ ସମ୍ପର୍କ କରନ୍ତୁ।
externalProtocolTitle=ବାହ୍ୟ ପ୍ରୋଟକଲ ଅନୁରୋଧ
externalProtocolPrompt=ଏକ ବାହ୍ୟ ପ୍ରୟୋଗକୁ ନିଶ୍ଚିତ ଭାବରେ %1$S କୁ ନିୟନ୍ତ୍ରଣ କରିବା ପାଇଁ ଆରମ୍ଭ କରିବା ଉଚିତ: ଲିଙ୍କଗୁଡ଼ିକ ହେଉଛି।\n\n\nଅନୁରୋଧ କରାଯାଇଥିବା ଲିଙ୍କ:\n\n%2$S\n\nପ୍ରୟୋଗ: %3$S\n\n\nଯଦି ଆପଣ ଏହି ଅନୁରୋଧକୁ ଆଶା କରିନାହାନ୍ତି ତେବେ ଏହାକୁ ନଷ୍ଟକରିବା ପାଇଁ ଏକ ପ୍ରୟାସ ହୋଇପାରେ। ଏହି ଅନୁରୋଧକୁ ବାତିଲ କରନ୍ତୁ ଅନ୍ୟଥା ନିଶ୍ଚିତ କରନ୍ତୁ ଯେ ଏହା ତୃଟିଯୁକ୍ତ ଅଟେ।\n
#LOCALIZATION NOTE (externalProtocolUnknown): The following string is shown if the application name can't be determined
externalProtocolUnknown=<Unknown>
externalProtocolChkMsg=ଏହି ପ୍ରକାରର ସମସ୍ତ ଲିଙ୍କଗୁଡ଼ିକ ପାଇଁ ମୋର ପସନ୍ଦକୁ ମନେରଖନ୍ତୁ।
externalProtocolLaunchBtn=ପ୍ରୟୋଗ ଆରମ୍ଭ କରନ୍ତୁ
malwareBlocked=%S ରେ ଥିବା ସାଇଟଟି ଏକ ଆକ୍ରମଣ ସାଇଟ ଭାବରେ ଖବର କରାଯାଇଛି ଏବଂ ଆପଣଙ୍କର ସୁରକ୍ଷା ପସନ୍ଦ ଅନୁସାରେ ତାହାକୁ ପ୍ରତିରୋଧ କରାଯାଇଛି।
phishingBlocked=%S ରେ ଥିବା ୱେବସାଇଟକୁ ଏକ ୱେବ ଚୋରୀ ଭାବରେ ଖବର କରାଯାଇଛି ଯାହାକି ବ୍ୟବହାରକାରୀମାନଙ୍କୁ ବ୍ୟକ୍ତିଗତ କିମ୍ବା ଆର୍ଥିକ ସୂଚନା ସହଭାଗ କରିବା ପାଇଁ ଛଳନାର ଶିକାର ବନାଇଥାନ୍ତି।
cspFrameAncestorBlocked=ଏହି ପ୍ରୟୋଗ ଏକ ଉତ୍ସକୁ ଅଭିଗମ୍ୟ କରିବା ପାଇଁ ଚେଷ୍ଟା କରିଛି ଯେଉଁଥିରେ ବିଷୟବସ୍ତୁ ସୁରକ୍ଷା ନିତୀ ଅଛି ଯାହାକି ଏହି ଉପାୟରେ ସନ୍ନିହିତ ହେବା ପାଇଁ ବାରଣ କରିଥାଏ।
corruptedContentError=ଏହି ପ୍ରୟୋଗ ଧାରଣ କାର୍ଯ୍ୟକୁ ଅଗ୍ରସର କରିପାରିବ ନାହିଁ କାରଣ ତଥ୍ୟ ପରିବହନରେ ଏକ ତୃଟି ପରିଲକ୍ଷିତ ହୋଇଛି।
remoteXUL=ଏହି ପ୍ରୟୋଗ ଏକ ଅସମର୍ଥିତ ପ୍ରଯୁକ୍ତି ଜ୍ଞାନ ବ୍ୟବହାର କିରବା ପାଇଁ ଚେଷ୍ଟା କରିଥାଏ ଯାହାକି ବର୍ତ୍ତମାନ ଉପଲବ୍ଧ ନାହିଁ।